PYRAMID CLASSES - SSC/OSSC/RLY/ BANK & IAS/OAS - Coaching: post #9308 — TG.ME

❤️ ଆପଣଙ୍କ ପ୍ରତ୍ୟେକ mistake ହେଉଛି success ର ଗୋଟିଏ step!

ଆମେ ଜାଣିଛୁ, ଆପଣମାନେ କେତେ hard work କରୁଛନ୍ତି।
ତେଣୁ କେବଳ Test ଦେବା ନୁହେଁ — ନିଜର ପ୍ରତ୍ୟେକ mistake କୁ identify କରି improve କରିବା। 💪

📚 MOCK TEST – 1 | PAPER – 1 DISCUSSION
🗓️ Sunday | 10:00 AM

🎯 ଆଜିର Mistake, କାଲିର Success! ❤️

🔗 YouTube Class Link: https://youtube.com/live/aVjew9zxLs8?feature=share
❤3
August 22, 2026 3K 3