PYRAMID CLASSES - SSC/OSSC/RLY/ BANK & IAS/OAS - Coaching: post #9305 — TG.ME

ଶ୍ରଦ୍ଧାଞ୍ଜଳି

ଓଡ଼ିଆ ସଙ୍ଗୀତ ଜଗତର ଅମୂଲ୍ୟ ସ୍ୱର, ବିଶିଷ୍ଟ କଣ୍ଠଶିଳ୍ପୀ *ପ୍ରଣବ ପଟ୍ଟନାୟକ* ଙ୍କ ବିୟୋଗରେ ଗଭୀର ଶୋକ।
ତାଙ୍କର ସୁମଧୁର କଣ୍ଠ ଓ ଅମର ସଙ୍ଗୀତ ସଦା ଓଡ଼ିଆ ହୃଦୟରେ ଜୀବନ୍ତ ରହିବ।

ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। 🙏
ଓଁ ଶାନ୍ତି। 🕉️
👍4❤3😢2
August 21, 2026 1.8K 1