Tech Of World: post #3780 — TG.ME

ସମସ୍ତ Subject ର ପୂର୍ବ ବର୍ଷର ପ୍ରଶ୍ନ କୁ ଏମିତି ମଧ୍ୟ Separate Topic Wise "One-Liner" Ebook Pdf କରି TOW App ରେ Update କରିବାର Planning ଚାଲିଛି - ଯାହାଫଳରେ ଆପଣଙ୍କୁ Revision କରିବାକୁ ସହଜ ହବ ଏବଂ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ Syllabus Cover କରିପାରିବେ ।

ଏହାକୁ ନେଇ ଆପଣଙ୍କ ମତାମତ କଣ ରହିଛି ??
❤40👍9🙏3🫡2🔥1
August 18, 2026 7K 26