ସଫଳତା କେବେବି ଅଭାବ କିମ୍ବା ବ୍ୟସ୍ତତା ଆଗରେ ଅଟକି ରହେନି! 🌟 ​ସାଙ୍ଗମାନେ, ଆଜି… — Tech Of World — TG.ME

📢 ସଫଳତା କେବେବି ଅଭାବ କିମ୍ବା ବ୍ୟସ୍ତତା ଆଗରେ ଅଟକି ରହେନି! 🌟

​ସାଙ୍ଗମାନେ, ଆଜି ଆମେ ଆପଣଙ୍କ ସହ Tech Of World App ର ପୂର୍ବତନ ସଦସ୍ୟ ଚନ୍ଦନଙ୍କ ପ୍ରେରଣାଦାୟୀ ଯାତ୍ରା ସେୟାର କରୁଛୁ:

🔹 ସଂଘର୍ଷ ଓ କଠିନ ପରିଶ୍ରମ: Tech Of World App ପାଇଁ କାମ କରିବା ସହ ସେ ନିଜର ପାଠପଢ଼ା ଜାରି ରଖିଥିଲେ। ଅନେକ ଏକ୍ସାମ ଦେଇ ଅସଫଳ ହେବା ପରେ ବି ସେ କେବେ ହାର୍ ମାନିନଥିଲେ।

🔹 ପ୍ରଥମ ସଫଳତା (OSSSC Forest Guard): କଠିନ ପରିଶ୍ରମ ବଳରେ ସେ Forest Guard ଏକ୍ସାମ କ୍ଲିୟର କଲେ ଏବଂ ୪-୫ ମାସ ଚାକିରି କଲେ। (ଯାହାର ଇଣ୍ଟରଭ୍ୟୁ ଆମ YouTube ଚ୍ୟାନେଲରେ ଅଛି)

🔹 ଦ୍ୱିତୀୟ ସଫଳତା (OHPC Mechanical Trainee): ଫୋରେଷ୍ଟ ଗାର୍ଡ ଚାକିରି କରିବା ସତ୍ତ୍ୱେ ସେ ନିଜ ପ୍ରସ୍ତୁତି ବନ୍ଦ କରିନଥିଲେ। ଫଳରେ OHPC (ITI level) ପରୀକ୍ଷାରେ General Rank 19 ରଖି Mechanical Trainee ଭାବେ ସିଲେକ୍ସନ ପାଇଲେ ଏବଂ ଏବେ ସେଠାରେ କାର୍ଯ୍ୟରତ।

💡 ଶିକ୍ଷା: ପରିସ୍ଥିତି ଯାହା ହେଉନା କାହିଁକି, ଯଦି ଆପଣଙ୍କ ପାଖରେ ସମୟ ପରିଚାଳନା (Time Management) ଏବଂ ନିରନ୍ତର ଚେଷ୍ଟା ଅଛି, ତେବେ ଗୋଟିଏ ନୁହେଁ, ଅନେକ ସଫଳତା ଆପଣଙ୍କୁ ମିଳିବ।

​TOW Team ତରଫରୁ ଚନ୍ଦନଙ୍କୁ ତାଙ୍କର ଏହି ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଅଛୁ ! 💐👏

Keep learning, keep growing!Team TOW 🚀
❤82🫡7🙏5👍3💔2🔥1😍1
August 11, 2026 7.8K 6 5