ଯେବେଠାରୁ ଆମେ App ରେ PYQ E-Book & Test ପିଲାଙ୍କୁ Provide କରିଆସୁଅଛୁ… — Tech Of World — TG.ME

ଯେବେଠାରୁ ଆମେ App ରେ PYQ E-Book & Test ପିଲାଙ୍କୁ Provide କରିଆସୁଅଛୁ, ସେବେଠାରୁ ଆମ ପାଖରେ ଗୋଟିଏ ବଡ Task ରହିଆସିଥିଲା, 7000 ରୁ ଅଧିକ  Math PYQ କୁ କେମିତି Mock Test ଭାବରେ App ରେ Available  କରାଯିବ । କାରଣ ଏଥିରେ ଯାହା ବି Mathematical Expression & Equation ରହିଛି ତାକୁ App ରେ Update କରିବାପାଇଁ HTML Coding ର ଆବଶ୍ୟକତା ରହିଥିଲା । କିନ୍ତୁ ଏବେ Finally we did it for you- ❤️ Subject - Math (Aptitude) Total Mock Tests- 474 Total PYQs- 7,000+ Total Topics- 41 Thank You For Your Support With Patience 🙏🙏❤️

August 10, 2026 10.1K 6