ପ୍ରଶ୍ନ: "ସୂର୍ଯ୍ୟ ପରାଗ ସମୟରେ ଦାନ ଦେବା ଉଚିତ୍।" — ଏହି ବାକ୍ୟରେ ରେଖାଙ୍କିତ ପଦ 'ଦାନ ଦେବା' କେଉଁ ପ୍ରକାରର କ୍ରିୟା ପଦ? 👍 - a) ମିଶ୍ର କ୍ରିୟା (Compound Verb) ❤️ - b) ଅମିଶ୍ର କ୍ରିୟା (Simple Verb) 🙏 - c) ଅସମାପିକା କ୍ରିୟା (Incomplete Verb) 🔥 - d) ପ୍ରେରଣାର୍ଥକ କ୍ରିୟା (Causative Verb) ଆପଣଙ୍କ ସଠିକ୍ ଉତ୍ତରଟି Emoji ମାଧ୍ୟମରେ ଦିଅନ୍ତୁ। ✅
10August 17, 2026 2.3K