ଜରୁରୀ ସୂଚନା ଜିଲ୍ଲା ଶିକ୍ଷା ଅଧୂକାରୀ (DEO), ନୟାଗଡ଼ଙ୍କ ନିର୍ଦ୍ଦେଶାନୁସାରେ…

🚨ଜରୁରୀ ସୂଚନା ଜିଲ୍ଲା ଶିକ୍ଷା ଅଧୂକାରୀ (DEO), ନୟାଗଡ଼ଙ୍କ ନିର୍ଦ୍ଦେଶାନୁସାରେ, ସାମ୍ପ୍ରତିକ ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖ୍ ନୟାଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଆଜି ଏବଂ ଆସନ୍ତାକାଲି ଯାହା କି (27/28) ବନ୍ଦ ରହିବ ।

October 27, 2026 258