ବାତ୍ୟା_ପାଇଁ_ସ୍କୁଲ_ଛୁଟି 🌬️ ବାତ୍ୟା ଅର୍ଣ୍ଣବ ପାଇଁ ସ୍କୁଲ ଛୁଟି ଘୋଷଣା। 📢…

ବାତ୍ୟା_ପାଇଁ_ସ୍କୁଲ_ଛୁଟି 🌬️ ବାତ୍ୟା ଅର୍ଣ୍ଣବ ପାଇଁ ସ୍କୁଲ ଛୁଟି ଘୋଷଣା। 📢 ନବରଙ୍ଗପୁର ଓ ରାୟଗଡ଼ାରେ ୨୭ ଓ ୨୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ରହିଛି। ⚠️ ସେପଟେ ବାତ୍ୟା ପାଇଁ କୋରାପୁଟ ଓ ଗଂଜାମରେ ୩ ଦିନ ସ୍କୁଲ୍ ଛୁଟି …

October 27, 2026 276