🟨 ସମ୍ଭାବ୍ୟ ବାତ୍ୟକୁ ଦେଖି ରାଜ୍ୟର ୫ ଜିଲ୍ଲାରେ ସ୍କୁଲ ଛୁଟି ୫ ଜିଲ୍ଲାରେ ଆସନ୍ତା ୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କୋରାପୁଟ ଓ ରାୟଗଡା ଜିଲ୍ଲାରେ ମଧ୍ୟ ୨୮ ଓ ୨୯ ସ୍କୁଲ ଛୁଟି ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ …
October 27, 2026 260