🏆କବିମାନଙ୍କର ବିଭିନ୍ନ ଉପାଧି 🏆 Name (ନାମ) Title (ଉପାଧି) ଗୋପବନ୍ଧୁ ଦାସ ଉତ୍କଳମଣୀ ମଧୁସୂଦନ ଦାସ → ଉତ୍କଳ ଗୌରବ ସୁବାସ ଚନ୍ଦ୍ର ବୋଷ→ ନେତାଜୀ ହରେକୃଷ୍ଣ ମହାତାବ→ ଉତ୍କଳ କେଶରୀ ସାରଳା ଦାସ → ଆଦିକବି ଉପେନ୍ଦ୍ର ଭଞ୍ଜ→ କବି ସମ୍ରାଟ ବଳଦେବ ରଥ→ କବିସୂର୍ଯ୍ୟ ଫକିର ମୋହନ ସେନାପତି→ ବ୍ୟାସକବି ଗଙ୍ଗାଧର ମେହେର → ସ୍ଵଭାବକବି ରାଧାନାଥ ରାୟ→ କବିବର କୁନ୍ତଳା କୁମାରୀ ସାବତ → ଉତ୍କଳ ଭାରତୀ ଗୌରୀ ଶଙ୍କର ରାୟ→ କର୍ମବୀର ଚିନ୍ତାମଣି ମହାନ୍ତି→ କବି ଶେଖର କୃଷ୍ଣ ପ୍ରସାଦ ବାସୁ → କବି ମଞ୍ଜୁଳ କାଳି ଚରଣ ପଟ୍ଟନାୟକ → କବି ଚନ୍ଦ୍ର ଶ୍ୟାମ ସୁନ୍ଦର ଦାସ→ କିଶୋର କବି ବାଞ୍ଛାନିଧି ଶତପଥୀ→ କଳାନିଧି ଲକ୍ଷ୍ମୀକାନ୍ତ ମହାପାତ୍ର → କାନ୍ତକବି ବୀରକିଶୋର ଦାସ→ ଜାତୀୟ କବି ମାୟାଧର ମାନସିଂହ → ପ୍ରେମିକ କବି ଅଭିମନ୍ୟୁ ସାମନ୍ତସିଂହାର → ବିଦଗ୍ଧ କବି ଭୀମ ଭୋଇ→ ସନ୍ଥ କବି ନିମେଇ ଚରଣ ହରିଚନ୍ଦନ ବାଣୀ କଣ୍ଠ ବୈଷ୍ଣବ ପାଣି → ଗଣକବି ଗୋପାଳ କୃଷ୍ଣ ପଟ୍ଟନାୟକ → ଗୀତକବି ହରି ନାଥ →। ଗାୟକ ରତ୍ନ ନିରଞ୍ଜନ କର → ଗାୟକ ଶିରୋମଣୀ ରଘୁନାଥ ପାଣିଗ୍ରାହୀ → ସୁରମଣୀ ଭିକାରି ବଳ → ଭଜନ ସମ୍ରାଟ ମଧୁସୂଦନ ରାଓ → ଭକ୍ତ କବି ସଂଯୁକ୍ତା ପାଣିଗ୍ରାହୀ→ ନୃତ୍ୟ ପ୍ରବୀଣା ଜଗନ୍ନାଥ ବେହେରା → ଗାୟକ ଭାସ୍କର ବାଳକୃଷ୍ଣ ଦାସ → ଗାୟକ ସୁଧାକର ଯଦୁମଣି → ଉତ୍କଳ ଘଣ୍ଟ କୁଞ୍ଜବିହାରୀ ଦାସ → ଲୋକରତ୍ନ ବିଶ୍ଵନାଥ ମିଶ୍ର → ଉତ୍କଳ ରତ୍ନ ପଦ୍ମ ଚରଣ ପଟ୍ଟନାୟକ → ଉତ୍କଳ ଭୀମ ଜଗନ୍ନାଥ ଦାସ। ଅତିବଡି ରଘୁନାଥ ପଣ୍ଡା→ ନାଟ୍ୟାଚାର୍ଯ୍ୟ ଅଶ୍ଵିନୀ କୁମାର ପଣ୍ଡା→ ନାଟ୍ୟ ଭାରତୀ ବିଜୁ ପଟ୍ଟନାୟକ→ ଭୂମି ପୁତ୍ର ନନ୍ଦକିଶୋର ବଳ → ପଲ୍ଲୀକବି ଗୋଦାବରୀଶ ମିଶ୍ର→ ଗାଥାକବି କୁନ୍ତଳା କୁମାରୀ ସାବତ → ନାରୀକବି ଭଗବାନ ପତି→ କୋକିଳ କବି ଗୋଦାବରୀଶ ମହାପାତ୍ର→ ବ୍ୟଙ୍ଗ କବି ରବି ସିଂହ → ବିପ୍ଳବୀ କବି ହରି କୃଷ୍ଣ ପୁରୋହିତ→ କବିରାଜ ପୁରୁଷୋତ୍ତମ ମିଶ୍ର → କବି ରତ୍ନ ଗୋପୀନାଥ ପାତ୍ର→ କବି ଭୂଷଣ
କବିମାନଙ୍କର ବିଭିନ୍ନ ଉପାଧି 🏆 Name (ନାମ) Title (ଉପାଧି) ଗୋପବନ୍ଧୁ ଦାସ… — ଓଡ଼ିଆ SSB /NET /JRF PAPER 2/OPSC PGT ଓଡ଼ିଆ pdf. ଆଲୋଚନା group📒📓📜📚📑 — TG.ME
May 4, 2025 9.9K 147