ଅଇଲେ ମା ସରସ୍ବତୀ ନିର୍ମଳ ବର୍ଣ୍ଣେ ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ ଗଳାରେ… — Samir Kumar study centre — TG.ME

ଅଇଲେ ମା ସରସ୍ବତୀ ନିର୍ମଳ ବର୍ଣ୍ଣେ ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ ଗଳାରେ ଗଜମୋତି ମୁକୁତା ହାର ଦିଅ ମା' ସରସ୍ବତୀ ବିଦ୍ୟା ଭଣ୍ଡାର l ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ଉପଲକ୍ଷେ,ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ || #VasantPanchami #Saraswatipuja

February 2, 2025 784