Forwarded fromG.K and current affair
କିଛି ମିଳୁଥିବ ନିଶ୍ଚୟ , ନ ମିଳିକି ପିଲାମାନେ କଣ ଖାଲିଟାରେ ଖେଳୁଛନ୍ତି .... ପ୍ରଶ୍ନଥିଲା କ୍ରିକେଟ୍ ରୁ କଣ ମିଳୁଛି... ସତକହୁଛି ଭାଇ ଯିଏ ଖେଳୁଛି ସିଏ ଜାଣିଥିବ 🤔 ଶୁଣିଛି କ୍ରିକେଟ୍ ଖେଳାଳି ମାନଙ୍କୁ କୁଆଡେ଼ କୋଟି କୋଟି ଟଙ୍କା ଦେଇକି ପରା ଖେଳିବା ପାଇଁ team ମନେ କିଣନ୍ତି, i think ଆମ ପିଲାମାନେ compitative exam ରୁ ନିରାଶ ହୋଇ team India କିମ…
1December 29, 2024 565 1