ପବିତ୍ର ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା 🌿🌺
ରଜର ଏହି ପବିତ୍ର ଅବସରରେ ଆପଣ ଓ ଆପଣଙ୍କ ପରିବାରର ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ। ✨
ଦୋଳି, ପୋଡ଼ ପିଠା ଓ ଖୁସିର ମୁହୂର୍ତ୍ତ ସହିତ ଏହି ରଜ ପର୍ବକୁ ଆନନ୍ଦରେ ପାଳନ କରନ୍ତୁ। ✨
🌸 ସମସ୍ତଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 🌸
June 14, 2026 389