ଓଡ଼ିଶା ସରକାରୀ ଚାକିରି ପାଇଁ University କମ୍ପ୍ୟୁଟର ସାର୍ଟିଫିକେଟ୍ 🚨 ଆପଣ… — ODISHA JOB ASPIRANTS — TG.ME

📣ଓଡ଼ିଶା ସରକାରୀ ଚାକିରି ପାଇଁ University କମ୍ପ୍ୟୁଟର ସାର୍ଟିଫିକେଟ୍ 🚨

ଆପଣ ଜାଣିଛନ୍ତି କି? ବର୍ତ୍ତମାନ ଓଡ଼ିଶାର ପ୍ରାୟ ସବୁ ଚାକିରି (Job) ରେ University Computer Certificate ମାଗୁଛି। ଯେଉଁମାନଙ୍କ ପାଖରେ ଏହା ନାହିଁ, ସେମାନେ ଯୋଗ୍ୟ ହୋଇ ମଧ୍ୟ ରିଜେକ୍ଟ (Reject) ହେଉଛନ୍ତି ! ଆପଣଙ୍କ ପାଖରେ ଅଛି କି ? ଏହି Certificate ଯଦି ନାହିଁ ଆଉ ଚିନ୍ତା କରନ୍ତୁ ନାହିଁ!

💻 ଏବେ ଘରେ ବସି କରନ୍ତୁ Odisha State Open University (OSOU) ର OSCIT କୋର୍ସ। 🖥️🎓

✅ ଏହି କୋର୍ସର ବିଶେଷତ୍ୱ:

✅ଘରେ ରହି ପଢ଼ନ୍ତୁ: ଯଦି ଆପଣଙ୍କ ପାଖରେ Laptop/PC ଅଛି, ତେବେ ଆପଣ ଘରେ ରହି ସମ୍ପୂର୍ଣ୍ଣ କୋର୍ସ କରିପାରିବେ।
✅ମାତ୍ର ଗୋଟିଏ ପରୀକ୍ଷା: କେବଳ ଶେଷରେ ଗୋଟିଏ Exam ( 50Marks MCQ) ଦେବା ପାଇଁ ଆପଣଙ୍କୁ ଭୁବନେଶ୍ୱର ଆସିବାକୁ ପଡ଼ିବ।
✅ ଭେରିଫାଏଡ୍ ସାର୍ଟିଫିକେଟ୍: ଆପଣଙ୍କ Certificate ୟୁନିଭରସିଟି ପୋର୍ଟାଲ୍‌ରେ ରହିବ, ଯାହାକୁ ଆପଣ ଯେତେବେଳେ ଚାହିଁବେ Digital Copy ଡାଉନଲୋଡ୍ କରିପାରିବେ।

✅Original Hard Copy: ଅରିଜିନାଲ୍ ସାର୍ଟିଫିକେଟ୍ ସିଧାସଳଖ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆପଣଙ୍କ ଘରକୁ ଆସିବ।

✅Free Study Material: ଏବେ ଆଡମିଶନ୍ କଲେ ଗୋଟିଏ Computer Book ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ମିଳିବ।📚

🎉 ସୀମିତ ସମୟର ଅଫର:🟩
ଯେଉଁମାନେ ଅଗଷ୍ଟ ୧୫ (Aug 15) ପୂର୍ବରୁ ଆଡମିଶନ୍ କରିବେ, ସେମାନଙ୍କୁ Free Book ମିଳିବ!

📲 ବିଳମ୍ବ ନକରି ଆଜି ହିଁ ଆଡ଼ମିଶନ ପାଇଁ WhatsApp କରନ୍ତୁ:

📱9827204820

💻 Admission Direct Link🔽
https://wa.me/message/ZC7QUJZN4B6KG1

ଏହି Certificate Odisha State Open University ରୁ ମିଳିବ ଯାହା Sambalapur ରେ ଅଛି ଏବଂ ଏହି Certificate ସମସ୍ତ Job ରେ Valid ମଧ୍ୟ
❤15⚡1😭1
August 12, 2026 11.7K 20