ଆଜି ଏହି କଥା ଲେଖିବାବେଳେ ମୋର ହାତ କମ୍ପୁଛି! 😭💔 ମୋର ପ୍ରିୟ ଛାତ୍ର ଚନ୍ଦନ… — Odia Space — TG.ME

ଆଜି ଏହି କଥା ଲେଖିବାବେଳେ ମୋର ହାତ କମ୍ପୁଛି! 😭💔

ମୋର ପ୍ରିୟ ଛାତ୍ର ଚନ୍ଦନ ପଟ୍ଟନାୟକ, ଯିଏ ଅଗ୍ନିଶମ ବିଭାଗରେ Fireman ଭାବେ କାର୍ଯ୍ୟରତ ଥିଲେ 🚒🧑‍🚒, ଗତ ବୁଧବାର ଉଦ୍ଧାର କାର୍ଯ୍ୟ ସମୟରେ ବିଦ୍ୟୁତ୍ ଆଘାତରେ ଅକାଳରେ ପ୍ରାଣ ହରାଇଛନ୍ତି। 🕯💐

ଜଣେ ଛାତ୍ରର ସଫଳତା ଦେଖିଲେ ଯେତିକି ଖୁସି ଲାଗେ 😊, ସେହି ଛାତ୍ରକୁ ଏଭଳି ହରାଇବାର ଦୁଃଖ ତାହାଠାରୁ ଅନେକ ଗୁଣ ଅଧିକ। 😢💔

ଚନ୍ଦନ ଜଣେ ଭଲ ଛାତ୍ର 📚, ଭଲ ମଣିଷ ❤️ ଏବଂ କର୍ତ୍ତବ୍ୟନିଷ୍ଠ Fireman ଥିଲେ। 🧑‍🚒🙏

ତୁମର ସ୍ମୃତି ସବୁଦିନ ଆମ ହୃଦୟରେ ବଞ୍ଚି ରହିବ, ଚନ୍ଦନ। 🕯🌹

ତୁମ ଅମର ଆତ୍ମାର ସଦ୍‌ଗତି କାମନା କରୁଛି। 🙏💐
ଓଁ ଶାନ୍ତି। 🙏🕉
🙏394❤63👍4
August 3, 2026 28.2K 8