Daily Live class କରିବା ବଡ଼ କଥା ନୁହେଁ, ପାଠ କୁ ପିଲା ନିଜେ କେତେ ପଢୁଛି… — MASTER BRAIN IQ — TG.ME

Daily Live class କରିବା ବଡ଼ କଥା ନୁହେଁ,
ପାଠ କୁ ପିଲା ନିଜେ କେତେ ପଢୁଛି, କେତେ ନିଜକୁ ସମୟ ଦେଇକି, ସେସବୁ Revision କରୁଛି ସେଇଟା Important, Proper Notes କରୁଛି କି ନାହିଁ, Regularity maintain କରୁଛି କି ନାହିଁ....

ଆଗରୁ ବହୁତ ଥର କହିଛି, ଯଦି ନିଜ Aim ପ୍ରତି Dedicated ଅଛ, ତେବେ ପଢ଼ ପରିଶ୍ରମ କର..Exam Clear ହେଇଯିବ..
👍20🙏12❤3🏆2
September 1, 2026 2.6K 2