Breaking News: ଶିକ୍ଷକ ନିଯୁକ୍ତିକୁ ନେଇ ସରକାରଙ୍କ ପକ୍ଷରୁ ସନ୍ଧ୍ୟା ସମୟରେ… — Creative Educational Idea — TG.ME

Breaking News: ଶିକ୍ଷକ ନିଯୁକ୍ତିକୁ ନେଇ ସରକାରଙ୍କ ପକ୍ଷରୁ ସନ୍ଧ୍ୟା ସମୟରେ ଶିକ୍ଷାମନ୍ତ୍ରୀଙ୍କ ଅଧିକାରୀ ଓ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ ଏହା ପରେ ଆମ ଛାତ୍ର ପ୍ରତିନିଧିଙ୍କ ସହିତ ରାତି ୯ ଘଟିକା ସମୟରେ ନିଯୁକ୍ତିକୁ ନେଇ ବୈଠକ ଅନୁଷ୍ଠିତ ହେବ ଏହି ବୈଠକରେ ନିଯୁକ୍ତି କ୍ୟାଲେଣ୍ଡର,TGT, PGT,PET,JT,SE & OAVS ନିଯୁକ୍ତିକୁ ନେଇ ସରକାରଙ୍କ ସହ ଆଲୋଚନା ହେବ। ଆଶା କରୁଛୁ ସକାରାତ୍ମକ ସୂଚନା ମିଳିପାରେ ସରକାରଙ୍କ ପକ୍ଷରୁ। ଛାତ୍ର ଏକତା ଜିନ୍ଦାବାଦ୍ 🙏
❤302🙏71👌21🔥9🥰9
August 24, 2026 9.9K 8