ଆପଣଙ୍କ ସଭାପତି ଶ୍ବାଗତ ଦାଶ ଆଜିଠାରୁ ଦାବି ପୂରଣ ପାଇଁ ଅନଶନରେ ବସିଛନ୍ତି✌️… — Creative Educational Idea — TG.ME

💪ଆପଣଙ୍କ ସଭାପତି ଶ୍ବାଗତ ଦାଶ ଆଜିଠାରୁ ଦାବି ପୂରଣ ପାଇଁ ଅନଶନରେ ବସିଛନ୍ତି✌️

ସରକାର ଯେପର୍ଯ୍ୟନ୍ତ ଆପଣଙ୍କର ନ୍ୟାୟସଙ୍ଗତ ଦାବିଗୁଡ଼ିକ ପୂରଣ କରିନାହାନ୍ତି, ସେପର୍ଯ୍ୟନ୍ତ ଶ୍ବାଗତଙ୍କ ଅନଶନ ଜାରି ରହିବ।

ଏହା କେବଳ ଜଣେ ବ୍ୟକ୍ତିଙ୍କ ଲଢ଼େଇ ନୁହେଁ, ଏହା ଆମ ସମସ୍ତଙ୍କ ଅଧିକାର ଓ ଭବିଷ୍ୟତ ପାଇଁ ଏକ ସଂଘର୍ଷ।
ଆସନ୍ତୁ, ସମସ୍ତେ ଏକଜୁଟ ହୋଇ ସ୍ୱାଗତଙ୍କୁ ଏହି ଲଢ଼େଇରେ ସାଥ ଦେବା।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ।
ଏକତା ହିଁ ଆମର ଶକ୍ତି।
❤193👍21
August 19, 2026 9.7K 3