ଲାଲକିଲ୍ଲାରେ ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା -‘ଆଗାମୀ… — Creative Educational Idea — TG.ME

📢 ଲାଲକିଲ୍ଲାରେ ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା

-‘ଆଗାମୀ ୧ ବର୍ଷରେ ୧ କୋଟି ଯୁବକଙ୍କୁ AI ଟ୍ରେନିଂ ଦେବୁ’
-ପରୀକ୍ଷା ପାଇଁ ଯୁବବର୍ଗଙ୍କୁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବୁ
-ଗରିବ ଛାତ୍ର ଯେପରି ଏହାର ସୁବିଧା ପାଇବେ
-‘ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଲଗାଇବାକୁ ହେବ’
-‘ଭାରତର ବିକାଶ ଯାତ୍ରାରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହିଛି’
-‘ସବୁଠାରୁ ବଡ଼ ଲାଭାର୍ଥୀ ଯୁବପିଢ଼ି ହେବେ’
-କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନ ଆରମ୍ଭ କରିବୁ

📢 ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

-ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବ
-ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା
-ପ୍ରଥମ ଥର ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି
-ପ୍ରଥମ ରାଜ୍ୟ ଭାବେ ‘କେଜି ରୁ ପିଜି’ ସଂପୂର୍ଣ୍ଣ ମାଗଣା ଶିକ୍ଷା
-OCS ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ
-ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା
-ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ
-ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨କୁ ବୃଦ୍ଧି କରାଯାଇଛି
-ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା କଟକଣାକୁ କୋହଳ କରାଯାଇଛି
❤28🫡7🔥2👌2
August 15, 2026 10K 2