ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ (D.El.Ed.) ପାଠ୍ୟକ୍ରମ, ୨୦୨୬-୨୭… — CAREER STUDY CLASSES 📘📚📝 — TG.ME

ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ (D.El.Ed.) ପାଠ୍ୟକ୍ରମ, ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (DTE & SCERT), ଓଡ଼ିଶା ଦ୍ୱାରା ପରିଚାଳିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (BIET) ଏବଂ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ (ETEI) ଗୁଡ଼ିକରେ ନାମଲେଖା ପାଇଁ ଅନଲାଇନ ପ୍ରବେଶିକା ପରୀକ୍ଷା (CBT) ତା. ୦୭.୦୮.୨୦୨୬ରିଖ ଠାରୁ ତା. ୧୧.୦୮.୨୦୨୬ରିଖ ପର୍ଯ୍ୟନ୍ତ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି ପରୀକ୍ଷାରେ ମୋଟ ୮୬,୦୮୪ ଜଣ ପିଲା CBT ମାଧ୍ୟମରେ ପରୀକ୍ଷା ଦେଇଥିଲେ।

August 13, 2026 95